ବିଶେଷ ଖବର ଇଣ୍ଡି ମେଣ୍ଟର କିଏ କେଉଁଠୁ ଲଢ଼ିବ: ଆରମ୍ଭ ହେଲା ସିଟ ଭାଗ ବଣ୍ଟା ନେଇ ଅଙ୍କକଷା ନୂଆଦିଲ୍ଲୀ: ଭାରତୀୟ ମେଣ୍ଟ ୨୮ଟି ଦଳ ମଧ୍ୟରେ ଆସନ ବୁଝାମଣା ପାଇଁ ସମୟ ସୀମା ଧାର୍ଯ୍ୟ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରି ଦ୍ୱିତୀୟ ସପ୍ତାହ ଅର୍ଥାତ୍…