ଅନ୍ତରାଷ୍ଟ୍ରୀୟ ଇଣ୍ଡୋନେସିଆରେ ବିମାନ ନିଖୋଜ: ୫୬ ଯାତ୍ରୀ ସହ ୬ କ୍ରୁ ସଦସ୍ୟ କରୁଥିଲେ ଯାତ୍ରା ଜାକର୍ତ୍ତା: ଇଣ୍ଡୋନେସିଆରେ ଏକ ବିମାନ ନିଖୋଜ ହୋଇଥିବା ସୂଚନା ମିଳୁଛି। ଇଣ୍ଡୋନେସିଆର ବୋଇଂ ୭୩୭-୫୦୦ କ୍ଲାସିକ ବିମାନ ନିଖୋଜ ହୋଇଥିବା ଖବର ମିଳୁଛି। ଏହି ବିମାନ ଜାକର୍ତ୍ତାରୁ…