ଇଦ୍‌-ଉଲ୍‌-ଫିତର୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଦ୍‌-ଉଲ୍‌-ଫିତର୍ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି: “ଇଦ୍‌-ଉଲ୍‌-ଫିତର୍‌ର ଶୁଭେଚ୍ଛା! ଏହି ପର୍ବ ଆମ ସମାଜରେ ଆଶା, ସଦ୍ଭାବ ଏବଂ…