ଆଞ୍ଚଳିକ ରଣପୁରରେ ଧୁମଧାମରେ ଇଦ୍ ଉଲ ଫିତର ପାଳିଲେ ଇସଲାମ ଧର୍ମାବଲମ୍ୱୀ ରଣପୁର: ଇସଲାମ ଧର୍ମର ମୁଖ୍ୟପର୍ବ ଇଦ୍ ଉଲ ଫିତର ସ୍ଥାନୀୟ ରଣପୁର ମୁସଲିମ ସାହିରେ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଇଦୁଲ ଫିତର ପର୍ବରେ ମୁସଲମାନ ଭାଇମାନେ…