ଆଜିର ଖବର ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ୧୦ ଦିନରେ ମିଳିବ ରେସିଡେଣ୍ଟ ଏବଂ ଇନକମ ସାର୍ଟିଫିକେଟ ଭୁବନେଶ୍ବର: ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରେସିଡେଣ୍ଟ ଏବଂ ଇନକମ ସାର୍ଟିଫିକେଟ ୧୦ ଦିନରେ ମିଳିବା ନେଇ ଘୋଷଣା କରାଯାଇଛି। ପୂର୍ବରୁ ଏହା…