ଜାତୀୟ ଖବର ‘ଇନସ୍ପାଏରିଂ ଇନୋଭେଟର୍ସ’ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ ନେଟଫ୍ଲିକ୍ସ ସହିତ ଭାରତ ସରକାରଙ୍କ ସହଭାଗିତା ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା (ପିଏସଏ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଇନସ୍ପାଏରିଂ ଇନୋଭେଟର୍ସ – ନୟେ ଭାରତ…