ବିଶେଷ ଖବର ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଭାରତୀୟ ରେଳ ଇନୋଭେସନ୍ ପଲିସି ରେଳବାଇ ପାଇଁ ଷ୍ଟାର୍ଟଅପ୍” ର ଶୁଭାରମ୍ଭ ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତୀୟ ରେଳବାଇର କାର୍ଯ୍ୟକ୍ଷମତା ଏବଂ ନିରାପତ୍ତାକୁ ସୁଦୃଢ କରିବା ପାଇଁ ଭାରତୀୟ ଷ୍ଟାର୍ଟଅପ୍ /ଏମଏସଏମଇ/ଇନୋଭେଟର/ଉଦ୍ୟୋଗୀମାନଙ୍କ ଦ୍ୱାରା ବିକଶିତ ଅଭିନବ ପ୍ରଯୁକ୍ତିବିଦ୍ୟାକୁ ନୀତିର ଲକ୍ଷ୍ୟ ସହିତ ପ୍ରୋତ୍ସାହନ।…