ଆଜିର ଖବର ୩୪ ଜଣ ଇନ୍ଦ୍ରାବତୀ ବିସ୍ଥାପିତ ପାଇଲେ ଜମି ପଟ୍ଟା ଭୁବନେଶ୍ଵର: ଦୀର୍ଘ ୩୫ ବର୍ଷ ପରେ ନିଜ ହକ୍ ପାଇ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି ଇନ୍ଦ୍ରାବତୀ ବିସ୍ଥାପିତ ପରିବାର। ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ତହସିଲଦାର ଇନ୍ଦ୍ରାବତୀ…