ଆଜିର ଖବର ଐତିହାସିକ ନିଷ୍ପତ୍ତିକ୍ରମେ ଅନ୍ତର୍ଜାତୀୟ ସୌର ମେଣ୍ଟକୁ ପର୍ଯ୍ୟବେକ୍ଷକ ମାନ୍ୟତା ଦେଲା ମିଳିତ ଜାତିସଂଘ ନୂଆଦିଲ୍ଲୀ: ମିଳିତ ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ସୌର ମେଣ୍ଟକୁ ପର୍ଯ୍ୟବେକ୍ଷକ ମାନ୍ୟତା ପ୍ରଦାନ କରାଯାଇଛି। ଏହାଫଳରେ ‘ଏକ ସୂର୍ଯ୍ୟ ଏକ ବିଶ୍ବ ଏକ ଗ୍ରୀଡ’କୁ ପ୍ରୋତ୍ସାହନ ମିଳିବ।…