ଆଜିର ଖବର ମେଟା ସର୍ଭର ଡାଉନ୍: ଠପ୍ ହେଲା ଫେସବୁକ୍, ଇନ୍ଷ୍ଟାଗ୍ରାମ୍ ୱାଶିଂଟନ୍ : ବିଶ୍ୱର ଅନ୍ୟତମ ବୃହତ୍ ସୋସିଆଲ ମିଡିଆ କମ୍ପାନୀ ‘ମେଟା’ର ପ୍ରମୁଖ ପ୍ଲାଟଫର୍ମ ଫେସବୁକ୍ ଏବଂ ଇନ୍ଷ୍ଟାଗ୍ରାମ୍ ସେବା ରବିବାର ସନ୍ଧ୍ୟାରେ ହଠାତ୍ ବ୍ୟାଘାତପ୍ରାପ୍ତ ହୋଇଛି।…