ଇନ୍‌ସ୍ପେକ୍ଟର୍‌ ବଦଳି

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ପୁଲିସ ଜିଲ୍ଲାରେ ଇନ୍‌ସ୍ପେକ୍ଟର୍‌ ସ୍ତରରେ ୫ ଜଣଙ୍କୁ ଅଦଳବଦଳ କରାଯାଇଅଛି। ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଥିବା ଆଇଆଇସି ଦୀପ୍ତିରଂଜନ ବେହେରାଙ୍କୁ…