ଆଜିର ଖବର ବୁଥରେ ଇଭିଏମ ଭାଙ୍ଗିବାକୁ ନେଇ ଉତ୍ତେଜନା: ଚିଲିକା ବିଧାୟକଙ୍କ ଉପରେ ବିଜେଡ଼ି ଆଣିଲା ଅଭିଯୋଗ ଭୁବନେଶ୍ଵର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ସଙ୍ଗୀନ ଅଭିଯୋଗ। ଏଥର ବୁଥ ଭିତରେ ଇଭିଏମ ଭାଙ୍ଗିଥିବା ଭଳି ଏକ ଗୁରୁତର ଅଭିଯୋଗ ହୋଇଛି। ଯାହାକୁ ନେଇ…