ଅନ୍ତରାଷ୍ଟ୍ରୀୟ ଆଇପିଏଲ ୨୦୨୩: ମୁମ୍ବାଇ ସ୍କ୍ବାଡ଼ର ଦୁର୍ବଳତା କହିଲେ ଇରଫାନ ପଠାନ, କହିଲେ ଏଇଠି ହୋଇଛି ଭୁଲ ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ର ଛୋଟ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ସହ ଅଷ୍ଟ୍ରେଲିଆର ସର୍ବଶ୍ରେଷ୍ଠ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍ ଯୋଡିହୋଇଛନ୍ତି। ଦଳ ୧୭.୫ କୋଟିରେ ଗ୍ରୀନ୍ କୁ…