ଅନ୍ତରାଷ୍ଟ୍ରୀୟ ଇରାକ କିମ୍ବା ସାଉଦି ଆରବ ନୁହେଁ, ବର୍ତ୍ତମାନ ଭାରତ ଏହି ଦେଶରୁ କିଣୁଛି ସର୍ବାଧିକ ଅଶୋଧିତ ତୈଳ ନୂଆଦିଲ୍ଲୀ: ଭାରତର ତୈଳ କ୍ରୟ ଢାଞ୍ଚା, ଯାହା ଏହାର ଶକ୍ତି ଆବଶ୍ୟକତା ପୂରଣ ପାଇଁ ଆମଦାନୀ ଉପରେ ନିର୍ଭରଶୀଳ, ନିକଟ ଅତୀତରେ ବଦଳିଛି। ଭାରତର ଆମଦାନୀ ବାସ୍କେଟରେ…