ଆଜିର ଖବର ଟି-୨୦ ରେ ଭାରତ ପାଇଁ ମୁଣ୍ଡ ବିନ୍ଧା ପାଲଟିଛି ଓପନିଂ ଯୋଡ଼ି: ନିର୍ଣ୍ଣାୟକ ମ୍ୟାଚରେ ଇଶାନ କିଶାନଙ୍କୁ ନେଇ ଚର୍ଚ୍ଚା ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ସିରିଜରେ ଭାରତୀୟ ଓପନର୍ ବ୍ୟାଟ୍ସମ୍ୟାନ୍ ଏପର୍ଯ୍ୟନ୍ତ ବିଫଳ ହୋଇଛନ୍ତି। ଏଥିରେ ଓପନର୍ ଇଶାନ୍ କିଶାନ୍ ପ୍ରଥମ ମ୍ୟାଚ୍…