ଆଜିର ଖବର ମାନିଲେନି ଶରଦ ପାୱାର!, ବର୍ତ୍ତମାନ ଜିତେନ୍ଦ୍ର ଆହ୍ଵାଡଙ୍କ ଇସ୍ତଫା ନୂଆଦିଲ୍ଲୀ: ଏନସିପିର ସାଧାରଣ ସମ୍ପାଦକ ପଦରୁ ଜିତେନ୍ଦ୍ର ଆହ୍ଵାଡ ଇସ୍ତଫା ଦେଇଛନ୍ତି। ଜିତେନ୍ଦ୍ର ଆହ୍ଵାଡ କହିଛନ୍ତି ଯେ ‘ମୋ ସହ ଥାନେ ସହରର ସମସ୍ତ ରାଷ୍ଟ୍ରବାଦୀ କଂଗ୍ରେସ…