ଆଜିର ଖବର ବଙ୍କରରେ ପଶି ୨୫୦ ବନ୍ଧକଙ୍କୁ ଉଦ୍ଧାର କଲେ ଇସ୍ରାଏଲ୍ ସୈନିକ, ୬୦ ହାମାସ ଯୋଦ୍ଧା ନିହତ, ଦେଖନ୍ତୁ ଭିଡିଓ ନୂଆଦିଲ୍ଲୀ: ଶନିବାର ଦିନ ହୋଇଥିବା ଆକ୍ରମଣ ପରେ ଇସ୍ରାଏଲ ଗାଜାରେ ହମାସ ଠିକଣାକୁ କ୍ରମାଗତ ଭାବେ ଟାର୍ଗେଟ କରୁଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଶ୍ଚିତ କରିସାରିଛନ୍ତି…