Budget2022 ବିଦେଶ ଯାଉଥିବା ଲୋକଙ୍କ ପାଇଁ ବଜେଟରେ ବଡ ଘୋଷଣା, ଏଣିକି ଉପଲବ୍ଧ ହେବ ଚିପ୍ ଯୁକ୍ତ ଇ-ପାସପୋର୍ଟ ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ସେ ଅନେକ ବଡ଼ ଘୋଷଣା କରିଛନ୍ତି। ଯୁବକଙ୍କ ଠାରୁ ଆରମ୍ଭ କରି ରେଳ…