ଜାତୀୟ ଖବର ସେପ୍ଟେମ୍ବର ମାସରେ ଆଧାର ବ୍ୟବହାର କରି ହେଲା ୨୫ କୋଟି ଇ-କେୱାଇସି କାରବାର ନୂଆଦିଲ୍ଲୀ: ଦେଶରେ ଆଧାର ଲାଗୁ ହେବା ପରେ ସାଧାରଣ ନାଗରିକମାନେ ଏହାକୁ ବେଶ ଉତ୍ସାହର ସହ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଆଧାର ଦେଶବାସୀଙ୍କ ସହଜ ଜୀବନଧାରଣରେ…