ଜାତୀୟ ଖବର ଗୁଜରାଟରେ ଦେଶର ପ୍ରଥମ ବନ୍ଦର-ଭିତ୍ତିକ ‘ଇ-ମିଥାନଲ୍’ ପ୍ଲାଣ୍ଟ: ୩୫୦୦ରୁ ଅଧିକ ସୃଷ୍ଟି ହେବ ନିଯୁକ୍ତି ଗାନ୍ଧୀନଗର: ଦେଶର ସବୁଜ ଶକ୍ତି କ୍ରାନ୍ତିରେ ଯୋଡ଼ି ହୋଇଛି ଆଉ ଏକ ସୁବର୍ଣ୍ଣ ଫର୍ଦ୍ଦ। ଗୁଜରାଟର କାଣ୍ଡ୍ଲାସ୍ଥିତ ଦୀନଦୟାଲ୍ ପୋର୍ଟ ଅଥରିଟି (ଡିପିଏ) ଠାରେ ଭାରତର ପ୍ରଥମ…