ଆଜିର ଖବର ଆସନ୍ତାକାଲି ଡିଜିଟାଲ ପେମେଣ୍ଟ ପାଇଁ ‘ଇ-ରୁପି’ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦୀ: ଜାଣନ୍ତୁ ଏହା କ’ଣ? ନୂଆଦିଲ୍ଲୀ: ଆସନ୍ତାକାଲି ଭିଡିଓ କନଫରେନ୍ସ ଜରିଆରେ ଡିଜିଟାଲ ପେମେଣ୍ଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇ-ରୁପି’ ବ୍ୟବସ୍ଥା ଆରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଏହି…