ଆଜିର ଖବର ଉଗ୍ରରୂପ ନେଲା ଚିଲିକା ବିଜେଡିର ଗୋଷ୍ଠୀ କନ୍ଦଳ: ପୂର୍ବତନ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କଲେ ଦଳୀୟ କର୍ମୀ ସୀତାରାମ ଅଗ୍ରୱାଲ ଚିଲିକା: ଉଗ୍ରରୂପ ନେଲା ଚିଲିକା ବିଜେଡିର ଗୋଷ୍ଠୀ କନ୍ଦଳ। ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ବିରୁଦ୍ଧରେ ଦଳୀୟ ନେତାମାନେ ଆଜି ରଣ ହୁଙ୍କାର…