ଅପରାଧ ବିଜେପି କାର୍ଯ୍ୟାଳୟ ଉପରେ ଆକ୍ରମଣ, ସରକାରୀ ବସ୍ ଭଙ୍ଗାରୁଜା: ପିଏଫଆଇ ର ଉଗ୍ର ହେଲା ପ୍ରଦର୍ଶନ ନୂଆଦିଲ୍ଲୀ: କେନ୍ଦ୍ରୀୟ ଏଜେନ୍ସିଗୁଡିକର କାର୍ଯ୍ୟାନୁଷ୍ଠାନ ବିରୋଧରେ ନିଜର ଦୃଢ ବିରୋଧ ପ୍ରଦର୍ଶନ କରି ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) କେରଳରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଧର୍ମଘଟ…