ଆଞ୍ଚଳିକ ବାଣପୁର: ଜନ୍ମମାଟିରେ ପ୍ରଥମ ମହିଳା ଓପ୍ରସେ ଶିବାନୀ ରାଉତଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ମଣ୍ଡଳର ପ୍ରଥମ ମହିଳା ତଥା ଭୀମପୁର ଗ୍ରାମର ଶିବାନୀ ରାଉତ ଓଡ଼ିଶା ପ୍ରସାଶନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ଲାଭ…