ଆଜିର ଖବର ଭାରୁଚଠାରେ ଉତ୍କର୍ଷ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଭାରୁଚଠାରେ ଉତ୍କର୍ଷ ସମାରୋହକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଚାରିଟି ପ୍ରମୁଖ ଯୋଜନାରେ ରାଜ୍ୟ ସରକାର…