ଆଜିର ଖବର ୨୦ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ନେଇ ଧାରଣା: ସାମିଲ ହେଲେ ଉତ୍କଳ ମହିଳା ସମିତି ଜୁନାଗଡ଼ (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଗଣଧାରଣା ଆଜି ୨୦ ତମ ଦିନରେ ପହଞ୍ଚିଛି। ଆଜି ଉତ୍କଳ ମହିଳା…