ବିଶେଷ ଖବର କରୋନାରେ ଚାଳିଶ ହଜାର ମୃତ୍ୟୁ, ଆମ ଦେଶରେ ଏଥିଲାଗି ଉତ୍ତରଦାୟିତ୍ଵ ନେବାକୁ କେହି ବି ପ୍ରସ୍ତୁତ ନୁହନ୍ତି!! କେଦାର ମିଶ୍ର ଗତକାଲି ଭାରତରେ କରୋନା ଜନିତ ମୃତ୍ୟୁ ୪୦ ହଜାର ଟପିଲା। ଚାଳିଶ ହଜାର- ଇଏ କେବଳ ଏକ ସଂଖ୍ୟା। ସରକାରୀ ଖାତାରେ ଏମାନେ କେବଳ…