ଅନ୍ତରାଷ୍ଟ୍ରୀୟ ଆଗାମୀ ବିଶ୍ୱକପ ପାଇଁ ଯୋଜନା ବଦଳାଇଲା ଫିଫା, ବର୍ତ୍ତମାନ ହେବ ୧୨ ଟି ଗ୍ରୁପ, ଜାଣନ୍ତୁ ପୂର୍ଣ୍ଣ ଫର୍ମାଟ୍ ନୂଆଦିଲ୍ଲୀ: ଉତ୍ତର ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ୱକପ ୨୦୨୬ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଆସନ୍ତା ବିଶ୍ୱକପ୍ରେ ୪-୪ ଟିମର ୧୨ ଟି…