ଆଜିର ଖବର ଫସଲ ଉତ୍ପାଦନର ଅଗ୍ରୀମ ଆକଳନ ଜାରି: ମକା ଓ ଆଖୁର ରେକର୍ଡ ପରିମାଣର ଉତ୍ପାଦନ ଅନୁମାନ ନୂଆଦିଲ୍ଲୀ: କୃଷି ଏବଂ କୃଷକ ବିକାଶ ମନ୍ତ୍ରଣାଳୟ ଦ୍ୱାରା ୨୦୨୨- ୨୩ ମସିହା ନିମନ୍ତେ ମୁଖ୍ୟ ଖରିଫ ଫସଲମାନଙ୍କ ଉତ୍ପାଦନର ପ୍ରଥମ ଅଗ୍ରୀମ ଆକଳନ ଜାରି କରାଯାଇଛି।…