ଆଜିର ଖବର ଉଦ୍ଧବ ଠାକରେ ଗୋଷ୍ଠୀକୁ ଝଟକା: ଇସିଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ ନୂଆଦିଲ୍ଲୀ: ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀକୁ ଝଟକା ଲାଗିଛି। ସୁପ୍ରିମକୋର୍ଟଙ୍କ ଦ୍ଵାରା ଉଦ୍ଧବ ଠାକରେ ଗୋଷ୍ଠୀକୁ ଝଟକା ଲାଗିଛି। ସେହି ଗୋଷ୍ଠୀ ଏବେ ବଡ଼ ଅସୁବିଧାର ସମ୍ମୁଖୀନ…