ଆଜିର ଖବର ପୁଣି ଅଡୁଆରେ ସଞ୍ଜୟ ରାଉତ, ପିଏମ ମୋଦୀଙ୍କ ବିରୋଧରେ ଲେଖିଥିବା ଆର୍ଟିକିଲ ପାଇଁ ଏଫଆଇଆର ପଞ୍ଜିକୃତ ମୁମ୍ବାଇ: ଉଦ୍ଧବ ବାଲା ସାହେବ ଠାକରେଙ୍କ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ପୁଣିଥରେ ଅଡୁଆରେ ପଡିଛନ୍ତି। ୟୁବିଟି ମୁଖପାତ୍ର ‘ସାମନା’ରେ ପିଏମ ମୋଦୀଙ୍କ…