ଆଞ୍ଚଳିକ ଜଗତସିଂହପୁର ବିିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ହେମାଙ୍ଗ ପ୍ରସାଦ ରାଉଳ ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ନାଉଗାଁ ବ୍ଲକର ଜ୍ୟୋତି ଫେଡେରେସନ୍ ହଲ୍ ଠାରେ ଅନୁଷ୍ଠିତ…