ଆଞ୍ଚଳିକ ଆଜିଠୁ ରଙ୍କନାଥ ଦେବଙ୍କ ପୀଠରେ ୧୦୮ ହନୁମାନ ଚାଳିଶା ଯଜ୍ଞ, ମନ୍ଦିର ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ କରିବେ ଆଇନ ମନ୍ତ୍ରୀ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ଆଜି ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ କଳସ ଶୋଭାଯାତ୍ରା ଅନୁଷ୍ଠିତ…