ଆଜିର ଖବର ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନରେ ଭୋଟ ଗ୍ରହଣ ଜାରୀ, ଥର୍ମାଲ ସ୍କାନିଂ ପରେ ଭୋଟ ଦେଉଛନ୍ତି ଭୋଟର ଭୁବନେଶ୍ବର, ଓଡିଶାର ଦୁଇ ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ ଏବଂ ବାଲେଶ୍ବରରେ ଚାଲିଛି ମତଦାନ। ଆଜି ସକାଳ ସାତଟାରୁ ଏହି ମତଦାନ ପକ୍ରିୟା ଆରମ୍ଭ ହୋଇଛି। ସକାଳୁ ସକାଳୁ…