ଆଞ୍ଚଳିକ ବାଣପୁରରେ ନୂତନ ଉପ ନିବନ୍ଧକଙ୍କ କାର୍ଯ୍ୟରେ ଯୋଗଦାନ ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ନୂତନ ଉପ ନିବନ୍ଧକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଓଆରଏସ ଅଧିକାରୀ ରମେଶ ଚନ୍ଦ୍ର ପାଣି। ଶ୍ରୀ ପାଣି…