ଆଞ୍ଚଳିକ ବାଲୁଗାଁ: ନାଗରିକ ସମ୍ବର୍ଦ୍ଧନା ଉତ୍ସବ ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ବାଲୁଗାଁ ସ୍ଥିତ ଉମାମହେଶ୍ୱର ବଣିକ ସଂଘ ଠାରେ ଚିଲିକା ମସ୍ୟଜୀବୀ ମହାସଂଘ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…