ଅପରାଧ ମୁସଲିମ ବୃଦ୍ଧଙ୍କୁ ଦାଢି କାଟିବା ଏବଂ ମାରିବା ଘଟଣା: ଏସପି ନେତା ଉମ୍ମେଦ ପହଲୱାନଙ୍କୁ ଗିରଫ କଲା ପୋଲିସ ନୂଆଦିଲ୍ଲୀ: ଗାଜିଆବାଦରେ ମୁସଲିମ୍ ବୃଦ୍ଧଙ୍କୁ ପିଟିବା ଏବଂ ଦାଢି କାଟିବା ଘଟଣାରେ ଆଜି ସମାଜବାଦୀ ନେତା ଉମ୍ମେଦ ପହଲୱାନଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଉମ୍ମେଦ ସହିତ…