ଆଞ୍ଚଳିକ ଖୋର୍ଦ୍ଧା ଜିଲ୍ଲା ଉଲ୍ଲାସ ନୋଡାଲ ଅଧିକାରୀଙ୍କ ବାଣପୁର ପରୀକ୍ଷା କେନ୍ଦ୍ର ପରିଦର୍ଶନ ବାଣପୁର: ନବଭାରତ ସାକ୍ଷରତା ଅଭିଯାନ ‘ଉଲ୍ଲାସ’ କାର୍ଯ୍ୟକ୍ରମର ଏଫଏଲଏନଏଟି ର ଶିକ୍ଷାର୍ଥୀମାନଙ୍କର ପରୀକ୍ଷା ଆଜି ସ୍ଥାନୀୟ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ଭୀମପୁର ଠାରେ ଅନୁଷ୍ଠିତ ହୋଇଯାଇଛି।…