ଆଜିର ଖବର ବିଜୟ ହଜାରେ ଟ୍ରଫି: କ୍ରମାଗତ ୩ ଟି ଶତକ ସହ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ସ୍କୋରର ହେଲେ ଋତୁରାଜ ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ ମହାରାଷ୍ଟ୍ର ଓପନର୍ ଋତୁରାଜ ଗାଇକ୍ଵାଡ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ମହାରାଷ୍ଟ୍ର ଏବଂ କେରଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଗାଇକ୍ଵାଡ ଶନିବାର…