ଆଜିର ଖବର ଋଷିକୂଲ୍ୟା ନଦୀରୁ ବାଣପୁର ଫେରୁଥିବା କାଉଡ଼ିଆଙ୍କ ଉପରେ ଚଢିଗଲା ଟ୍ରକ: ଘଟଣା ସ୍ଥଳରେ ୩ ମୃତ ବ୍ରହ୍ମପୁର: ଖଲ୍ଲିକୋଟ ଥାନା ୧୬ ନଂ ଜାତୀୟ ରାଜପଥ ଡିମିରିଆ ଛକରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। କାଉଡ଼ିଆ ମନେ ଗଞ୍ଜାମ ଋଷିକୂଲ୍ୟା ନଦୀରୁ ପାଣି ନେଇ…