ଆଞ୍ଚଳିକ ବିପଦ ଶଙ୍କୁଳ ଅବସ୍ଥାରେ ଋଷିକୂଲ୍ୟା ସେତୁ: ଶୀଘ୍ର ନିର୍ମାଣ କରିବାକୁ ସରକାରଙ୍କ ନିକଟରେ ଦାବି ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଆସିକା: ଋଷିକୂଲ୍ୟା ସେତୁ ହେଉଛି ଆସିକାକୁ ସଂଯୋଗ କରିବାର ମୁଖ୍ୟ ରାଜପଥ। କିନ୍ତୁ ବହୁ ବର୍ଷ ଧରି ଏହି ସେତୁର ଅବସ୍ଥା ଅତ୍ୟନ୍ତ…