ବିଶେଷ ଖବର ଋଷ ମାମଲାରେ ଭାରତକୁ ଚେତାବନୀ ଦେଲା ଆମେରିକା, କଡା ଜବାବ ଦେଲେ ସୟଦ ଅକବରଉଦ୍ଦିନ ନୂଆଦିଲ୍ଲୀ: ଋଷ ବିଷୟରେ ଭାରତକୁ ଆମେରିକାର ଉପ ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା (ଡୁପିଟି ଏନଏସଏ) ଦଲିପ ସିଂ ଧମକ ଦେଇଛନ୍ତି। ବର୍ତ୍ତମାନ ଆମେରିକାର ଏହି ଧମକ ଉପରେ…