ଆଜିର ଖବର ୭୫ ଜଣ ସଫଳ ମହିଳା ଉଦ୍ୟୋଗୀମାନଙ୍କ ସମ୍ବନ୍ଧିତ କଫି ଟେବୁଲ୍ ପୁସ୍ତକ ଜାରି କଲା ନୀତି ଆୟୋଗ ଦିଲ୍ଲୀ: ଅଟଳ ଇନୋଭେସନ୍ ମିଶନ (ଏଆଇଏମ୍), ନୀତି ଆୟୋଗ ଭାରତର ୭୫ ଜଣ ସଫଳ ମହିଳା ଉଦ୍ୟୋଗୀ ମାନଙ୍କର ଚିତ୍ରଣ କରୁଥିବା କଫି ଟେବଲ୍ ପୁସ୍ତକ ‘ଇନୋଭେସନସ୍…