ଅପରାଧ ଅଜଣା ଗାଡି ଧକ୍କାରେ ଏକ୍ସାଇଜ୍ କନେଷ୍ଟବଳଙ୍କ ମୃତ୍ୟୁ କନ୍ଦର୍ପ ବେହେରା ରେଢାଖୋଲ: ଆଜି ରେଢାଖୋଲ ଚାରମାଳ ମଦଭାଟି ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ କନେଷ୍ଟବଳଙ୍କର ଅକାଳ ବିୟୋଗ ଘଟିଛି। ପୋଲିସ୍ ସୂତ୍ରରୁ ପ୍ରକାଶ…