ଆଜିର ଖବର ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗରିକମାନଙ୍କୁ ଫେବୃଆରୀ ୬ ତାରିଖରେ ସ୍ୱତନ୍ତ୍ର ‘ପରୀକ୍ଷା ପେ ଚର୍ଚ୍ଚା’ ଏପିସୋଡର ଆକର୍ଷଣୀୟ ବାର୍ତ୍ତାଳାପ ଏବଂ ଭାରତର ଯୁବକମାନଙ୍କ ସାମୂହିକ ଉତ୍ସାହର…