ଆଜିର ଖବର ଏଚଏମପିଭି ଅପଡେଟ: ଶ୍ୱାସଜନିତ ସଂକ୍ରମଣ ଓ ପ୍ରତିକାରର ଷ୍ଟାଟସ ରିପୋର୍ଟ ନେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ନୂଆଦିଲ୍ଲୀ: ଚୀନରେ ବ୍ୟାପୁଥିବା ଏଚଏମପିଭି ରୋଗର ଷ୍ଟାଟସ ତଥା ଆମ ଦେଶରେ ଶ୍ୱାସ ଜନିତ ରୋଗ ସମ୍ପର୍କରେ ସବିଶେଷ ତଥ୍ୟ ନେବା ଲାଗି ବିଭିନ୍ନ ରାଜ୍ୟ ଓ…