ଆଜିର ଖବର କରୋନାରେ ସଂକ୍ରମିତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡା ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ତାଙ୍କ ନିକଟସ୍ଥ ସମ୍ପର୍କୀୟ ଏହି ସୂଚନା ଦେଇଛନ୍ତି। କିନ୍ତୁ ତାଙ୍କର କୌଣସି ଲକ୍ଷଣ…