ଆଜିର ଖବର ସବୁଠୁ ମୂଲ୍ୟବାନ ୫ ଭାରତୀୟ ବ୍ରାଣ୍ଡ୍ ମଧ୍ୟରେ ରିଲାଏନ୍ସର ଦୁଇଟି ବ୍ରାଣ୍ଡ୍ ସ୍ଥାନିତ ଭୁବନେଶ୍ୱର: ଦେଶର ସବୁଠୁ ମୂଲ୍ୟବାନ ୫ ବ୍ରାଣ୍ଡ୍ ମଧ୍ୟରେ ରିଲାଏନ୍ସର ଦୁଇଟି ବ୍ରାଣ୍ଡ୍ ରିଲାଏନ୍ସ ଓ ଜିଓକୁ ସ୍ଥାନ ମିଳିଛି। ବିଶ୍ୱର ଅଗ୍ରଣୀ ବ୍ରାଣ୍ଡ୍ କନ୍ସଲ୍ଟାନ୍ସି ସଂସ୍ଥା…