ଅପରାଧ ସଟଡାଉନ ରାତିରେ ଲୁଟେରା ହେଲେ ସକ୍ରିୟ: ଟାଙ୍ଗୀରେ ଏଟିଏମ ମେସିନ୍ ଭାଙ୍ଗି ଟଙ୍କା ଲୁଟିବାକୁ କଲେ ଉଦ୍ୟମ ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଗତକାଲି ସଟଡାଉନ ରାତିରେ ଲୁଟେରାମାନେ ସକ୍ରିୟ ହୋଇଥିବା ଦେଖାଯାଇଛି। ଏଟିଏମ ମେସିନ୍ ଭାଙ୍ଗି ଟଙ୍କା ଲୁଟିନେବାକୁ ଲୁଟେରା ଉଦ୍ୟମ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା…