ଆଜିର ଖବର ପନୀରସେଲଭମ୍ ଗୋଷ୍ଠୀକୁ ଝଟକା, ପଲାନି ହେଉଛନ୍ତି AIADMK ର ‘ମୁଖିଆ’, ସୁପ୍ରିମକୋର୍ଟଙ୍କ ରାୟ ନୂଆଦିଲ୍ଲୀ: ଗତ ବର୍ଷ ଜୁଲାଇ ୧୧ ତାରିଖରେ ଅନୁଷ୍ଠିତ AIADMK ସାଧାରଣ ପରିଷଦ ବୈଠକକୁ ସୁପ୍ରିମକୋର୍ଟ ବୈଧ ବୋଲି ବିବେଚନା କରିଛନ୍ତି। ଏହା ସହିତ ଏଡପାଦୀ କେ…